ଯେକୋଣସି ଭାଷା ଶିଖିବା ପାଇଁ ୪ଟି ଦକ୍ଷତାର ଆବଶ୍ୟକ ହୋଇଥାଏ |

 



୪ଟି କୋଶଳତା ର ବିଦ୍ୟା ଦ୍ୱାରା, ଯେକୋଣସି ବି ଭାଷା ପୃଥିବୀରେ ଶିଖିପାରିବେ | ବୁଝିବା  ପାଇଁ ଏହା ଅତି ସରଳ ଏବଂ ଦୈନିକ  ଜୀବନରେ ବହୁତ ଉପଯୋଗୀ | ସେଗୁଡ଼ିକ ହେଉଛି LSRW (ଶୁଣିବା Listening, କହିବା Speaking, ପଢିବା Reading ଏବଂ ଲେଖିବା Writing) ଏହି ୪ଟି ବିଦ୍ୟା ମାଧ୍ୟମରେ ଭାଷା ଶିଖିବା ସହଜ   ଏହି ୪ଟି  କୋଶଳତା   କାର୍ଯ୍ୟରେ ଉପଯୋଗକକାରୀ ଭାଷାରେ ସଫଳତାର ସହିତ ନିପୁଣ ହୋଇପରିବା ଏବଂ ଦକ୍ଷତା ବିକାଶ ଉପରେ ,  ନିୟମିତ ଅଭ୍ୟାସ ଭାଷାରେ ସଫଳତା ଆଣିଥାଏ |

 

ସର୍ବଦା ଚାରୋଟି ଦକ୍ଷତା ବିକାଶ ଉପରେ ସମୟ ବିତାନ୍ତୁ ଏବଂ ଆପଣଙ୍କର ଜ୍ଞାନ କୁ ଉଜ୍ଜ୍ୱଳିତ କରନ୍ତୁ | ଅନ୍ତର୍ନିହିତ ଭାବରେ ଆପଣ ଦକ୍ଷତା ବୃଦ୍ଧି ପାଇଁ  ପ୍ରତ୍ୟକ ଅଭ୍ୟାସରେ ନିକୁ ପ୍ରଶିକ୍ଷଣ  କରନ୍ତୁ ଏବଂ ଅଭ୍ୟସ୍ତ ହେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଆପଣ ଏହି ଭାଷା ଶିକ୍ଷା ପଦ୍ଧତିରେ ସଫଳତା ପାଇବେ |

 

ବାସ୍ତବରେ, ଏକ ଶିଶୁ ଆରମ୍ଭରେ ଶୁଣିବା ଆରମ୍ଭ କରେ ଏବଂ ପରେ ସେହି ସମାନ ଭାଷା କହିବା ଆରମ୍ଭ କରେ ଯେଉଁଠାରେ ଶିଶୁ ଶୁଣେ ଏବଂ ବିଦ୍ୟାଳୟରୁ ପଢିବା ଏବଂ ଲେଖିବା ଶିଖିବା ଆରମ୍ଭ କରେ |

 


ପ୍ରଥମେ ଶୁଣିବା ପରେ ପରେ  ଶିଶୁଟି କହିବା, ପଢିବା ଏବଂ ଲେଖିବା ଦ୍ୱାରା ମାତୃଭାଷା ମଧ୍ୟ ଶିଖାଯାଏ | ବ୍ୟବସ୍ଥିତ ଭାବରେ ଏକ ଭାଷା ଶିଖିବା ପାଇଁ ଏହା ଅତ୍ୟନ୍ତ ପ୍ରମାଣିତ ପଦ୍ଧତି |


Blogger: Padarbind    M/WsAp: +91 7008382228  www.mainstayabroad.com 

Comments

You can read more and gain beautiful knowledge

5 big flaws, why some are not able to speak well publicly?

English Be Verbs Sentence Structures for Grammar

Important of Content Words in English

Why do people think that IELTS is difficult?

Basic Introduction to Tense. Beginner Level

How to improve your Grammar in English?

What Grammar we learn from STD1 to STD 10th in School?

Life: A Journey Beyond Time and Material Possessions

Direction and preposition

Create a Chat-Pal to increase English fluency in Speaking & Writing.